ଆଶୁତୋଷ ସତ କଣ ଜାଣିବା ପାଇଁ ଆଶା କୁ ପଚାରେ, ଭୋଳନାଥ ସତ ଜଣାପଡିଯିବା ଭୟରେ ଆଶା drugs ନିଏ ବୋଲି କହେ।ଅନନ୍ୟା ଏକଥା ଶୁଣି ଜୋରଜୋରସେ ତାଳି ମାରେ,ଆଉ ଆଶା ତାକୁ ଗାଳି କରେ ଆଉ ଆଶୁତୋଷ କୁ ଜବାବ ଦିଏ।ପ୍ରିୟା ଆଉ ଆଶୁତୋଷ ସହ ଘର ର ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି।ଏତିକି ବେଳେ ପ୍ରକାଶ ଆସି ସତ କଣ କୁହେ।କିଏ drugs ନିଏ,ଯାହା ପାଇଁ ପୋଲିସ ବାରମ୍ବାର ଆସୁଛି ସେ ହଉଚି ଆଦି।