Asha
37 Views
Dec 31 1969
00:22:12
5

ଆଶାକୁ ଛାଡ ପତ୍ର ଦେବାପାଇଁ ଭୋଳାନାଥ ପ୍ରକାଶକୁ ବାଧ୍ୟ କରାଏ।। ଏଇ କଥାକୁ ବିରୋଧ କରି ଅନନ୍ୟା ଭୋଳାନାଥ ମୁହଁରେ ଜାବାବ ଦିଏ।। ଆଶା ହାତ ଯୋଡି ଗୁହାରୀ କରେ ଏମିତି କିଛି ନକରିବାକୁ।। ଏବେ ନିଷ୍ପତ୍ତି ପ୍ରକାଶ ହାତରେ
Share