ଅନନ୍ୟା ସହ ରୋହନ ର ବିବାହ ରେ ବାଧକ ସାଜିଥିବା ପରିବାର ଲୋକ ଙ୍କୁ ଆଶା ସମ୍ଭାଳି ନେବାର ପ୍ରତିସୃତି ରୋହିଣୀ କୁ ଦିଏ ଓ‌ ବିବାହ ପକ୍କା କରେ। ଘର ଭିତରେ ଆଶା ର ଅନୁପସ୍ଥିତି କୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଆଶା ପହଞ୍ଚେ ଓ ରୋହିଣୀ ଘରକୁ ଯାଇ ବିବାହ ପକ୍କା କରି ଆସିଥିବା କଥା ସମସ୍ତଙ୍କ ସାମ୍ନାରେ କହେ।