ରାଉତ ପରିବାରରେ ଗଣେଶ ପୂଜା ବହୁତ ଆଡମ୍ବର ସହ ପାଳନ କରାଯାଏ । ରୋହନ୍ ଆଉ ରୋହିଣୀ ମଧ୍ୟ ପୂଜାରେ ସାମିଲ୍ ହୁଅନ୍ତି । ଶୀଲା ପୂଜାରେ ବିଘ୍ନ ଘଟାଇବା ପାଇଁ ଯୋଜନା କରି ରାଉତ ପରିବାରକୁ ଆସେ ।