ପ୍ରଥମଥର ପାଇଁ ଆଶା ମୁହଁ ଖୋଲି ପ୍ରକାଶକୁ ଜବାବ ଦେଉଛି || ଅଶାର ଜବାବ ରେ ସବୁ ପରିବାର ସଦସ୍ୟ ଏବଂ ପ୍ରକାଶ ବି ନିରବ ରହିଯାଉଛି || ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଆଶାକୁ ଚାହିଁ ରହିଥାନ୍ତି ହେଲେ ଅନନ୍ୟା ଆଶାକୁ ଏମିତି ଜବାବ ଦେଉଥିବା ଦେଖି ବହୁତ ଖୁସି ହୁଏ