Asha
50 Views
Dec 31 1969
00:21:43
5

ଆଶା ସମସ୍ତଙ୍କୁ କହେ ସେ ମା ର କର୍ତ୍ତବ୍ୟ କରିଛି। କିନ୍ତୁ ପ୍ରକାଶ ଶିଲା କୁ ବିଶ୍ୱାସ କରି ଆଶା କୁ ପ୍ରମାଣ ମାଗେ ଆଉ ଅଙ୍କିତା ଆଶା କୁ ଘରୁ ଚାଲିଯିବାକୁ କହେ,ସେତିକିବେଳେ ବିନୋଦିନି ଆସି ଆଶା ଧକ୍କା ଦିଏ ଘରୁ ବାହାରି ଯିବାକୁ
Share