ଶୀଲା ର ପ୍ଲାନ୍ ଅନୁସାରେ ଅଜୟ, ଏନ୍ଗେଜମେଣ୍ଟ କୁ ଆସି ସମର ଓ ଆଶା ଭିତରେ ପୁରୁଣା ପ୍ରେମ ସମ୍ପର୍କ ଥିବାକଥା କହେ। ଅଜୟ ଠାରୁ ଏ କଥା ଶୁଣି ଆଶା ସମେତ ସମସ୍ତେ ସ୍ତବ୍ଧ ହେଇଯାଆନ୍ତି।