Asha
31 Views
Dec 31 1969
00:22:02
5

ଶୀଲା ର ଚାକରାଣୀ ଆସି, ଶୀଲା ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାଏ। ଆଶା,ପ୍ରକାଶ କୁ କିଛି ନଭାବି, ଶୀଲା ପାଖକୁ ଯିବାକୁ କହେ। ହେଲେ ଆଶୁତୋଷ ଓ ଅନ୍ୟ ମାନଙ୍କ କହିବା ଅନୁଯାୟୀ ପ୍ରକାଶ,ଆଶା କୁ ନେଇ ଶୀଲା ଘରେ ପହଞ୍ଚେ ଓ ଶୀଲା କୁ ଅଚେତ ଅବସ୍ଥାରେ ଦେଖେ।
Share