Asha
25 Views
Dec 31 1969
00:22:42
5

ଶୀଲା କୁ ଘରକୁ ଆଣି ରଖିଥିବା କାରଣ ନେଇ ଅଜୁ ପ୍ରକାଶ କୁ ଦାୟୀ କରେ ଓ ଆଶା କୁ ତା ସହ ଯିବା ପାଇଁ ଡାକେ । ହେଲେ ଆଶା ନିଜେ ଶୀଲା କୁ ଆଣି ତାର ଯତ୍ନ ନେବା ନିଷ୍ପତ୍ତି ନେଇଛି ଓ ସେ ଏ ଘର ଛାଡ଼ି ଯିବ ନାହିଁ ବୋଲି ଅଜୟ କୁ କହେ।
Share