Asha
33 Views
Dec 31 1969
00:22:42
5

ଶୀଲା କୁ ଭଲପାଏ ବୋଲି ପ୍ରକାଶ ମୁହଁ ରୁ ଶୁଣି,ଆଶା ଦୁଃଖୀତ ଥିବା ବେଳେ ଅନନ୍ୟା ତାକୁ ଏ ଘର ପରିବେଶ ଛାଡି ଚାଲିଯିବାକୁ ବୁଝାଏ। ହେଲେ ଆଶା ଏ ଘର ଓ ଘରର ସଦସ୍ୟ ତା ନିଜର କହି କଥା କୁ ଟାଳି ଦିଏ। ଶୀଲା ନାଟକ କରୁଥିବା ସୁରମା ନିଶ୍ଚିତ ହେବାପରେ ଦୀଲ୍ଲୀପ କୁ କହେ ଓ ତାର ଅସଲ ମୁଖା ଖୋଲିବାରେ ସେ ଦିଲ୍ଲିପ ସାଙ୍ଗରେ ରହିବ କଥା ଦିଏ।
Share