Asha
25 Views
Dec 31 1969
00:21:48
5

ଫୋନ ରୁ ଫଟୋ ଡିଲିଟ୍ କରିବା ନେଇ ଆଶା, ସୁରମା ଉପରେ ସନ୍ଦେହ କରେ ।ସୁରମା ଏମିତି କରିନଥିବା କଥା ଶ୍ରୀ ଗଣେଶ ଙ୍କୁ ଛୁଇଁ ଶପଥ କରେ। ପୁନର୍ବାର ଶୀଲା,ଆଶା ର ସମର ସହ ସମ୍ପର୍କ କୁ ନେଇ କହିବା ଆରମ୍ଭ କରେ ହେଲେ ଆଶା ଏସବୁ କୁ ଖଣ୍ଡନ କରେ। ସମର, ଶୀଲା ପରି ଭୟଙ୍କର ନାରୀ ଠାରୁ ଦୂରେଇ ରହିବାକୁ ପ୍ରକାଶ କୁ ଚେତେଇ ଦେଇ ରୋହିଣୀ ଓ ରୋହନ ସହ ଆଶା ର ଘରୁ ବାହାରିଯାଏ।
Share