ଶୀଲା ସୁସ୍ଥ ହେବା ପର୍ଯ୍ୟନ୍ତ ଏ ଘରେ ରହିବ ଓ ସମସ୍ତେ ତାର ଯତ୍ନ ନେବେ, ପ୍ରକାଶ ଠାରୁ ଶୁଣି ଆଶା ମନ ଦୁଃଖ କରେ। ପ୍ରକାଶ ପଚାରେ, ଶୀଲା ପରି କ'ଣ ଆଶା, ପ୍ରକାଶ ପାଇଁ ଜୀବନ ଦେଇ ପାରିବ। ଉତ୍ତର ରେ ଆଶା କହେ, ତାର ଦାୟିତ୍ବ ଖାଲି ସ୍ୱାମୀ ନୁହେଁ,ତାର ପରିବାର ଅଛି, ସେ ଜୀବନ ଦେଇ ପାରିବନାହିଁ ।