ଆଦିକୁ ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଲା ପରେ ଆଶା ଓ ପ୍ରକାଶ ପୁରୁଣା ସ୍ମୃତିକୁ ମନେ ପକେଇ ଭାବ ବିହ୍ଵଳ ହେଇ ଯାନ୍ତି।। ଶୀଲା ପ୍ରକାଶ ଘରେ ପଶି ସମସ୍ତଙ୍କ ମନ କିଣି ଆଶା ବିରୁଦ୍ଧରେ ନୂଆ ସଡ଼ଯନ୍ତ୍ର ରଚନା କରୁଛି