Asha
100 Views
Dec 31 1969
00:22:53
5

ବହୁ ଆଲୋଚନା ର ନିଷ୍କର୍ଷ ପରେ ଆଶା ଓ ପ୍ରକାଶ ଶୀଲା କୁ ତାଙ୍କ ଘରକୁ ନେଇ ଆସନ୍ତି। ଶୀଲା ର ମେଣ୍ଟାଲ କନ୍ଡିସନ୍ ଠିକ୍ ନଥିବାରୁ ସମସ୍ତ ଙ୍କୁ ଦେଖି,ସେ ଛୁଆ ମାନେ ଡରିବା ଭଳି ହେଉଥାଏ। ହେଲେ ଦୀଲୀପ , ପ୍ରିୟା ଓ ଅନନ୍ୟା ଆଶା ର ଶୀଲା କୁ ଆଣି ଘରେ ତାର ଯତ୍ନ ନେବା ପଦକ୍ଷେପ କୁ ସହଜରେ ଗ୍ରହଣ କରିପାରନ୍ତି ନାହିଁ।
Share