Asha
27 Views
Dec 31 1969
00:22:24
5

ଆଶା କାନ୍ଦି କାନ୍ଦି ସମର ଆଉ ଦୀପିକା କୁ କୁହେ ସେମାନେ କାହିଁକି ଏମିତି କଲେ ll ତାକୁ ନଜଣାଇ ସମର କୁ କାହିଁକି ଡାକିଲେ ll ଆଶା ବହୁତ ଡରିଯାଏ ଯଦି ପ୍ରକାଶ ଏ କଥା ଜାଣିବ ତାହାଲେ ତାଙ୍କର ସୁନ୍ଦର ସମ୍ପର୍କ ପୁରା ବିଗିଡି ଯିବ ll ଆଶା ବାହାରି ଯିବାକୁ ଗଲା ବେଳେ ହଠାତ୍ ପ୍ରକାଶ ଆସି ପହଞ୍ଚି ଯାଏ ll
Share