ଆଶାର ନାଚ ଦେଖି ଦୁଇଜଣ ଆସିଛନ୍ତି ଆଶା କୁ ତାଙ୍କ ଆଶ୍ରମ ପାଇଁ ଯିବାକୁ ଅନୁରୋଧ କରିବାକୁ।। ସେଠି ଯାଇ କିଛି ଅସହାୟ ମାନଙ୍କୁ ନୃତ୍ୟ ଶିଖାଇ ସେମାନଙ୍କ ଭିତରେ ବଞ୍ଚିବାର ରାହା ଦେଖେଇବାକୁ।। ହେଲେ ଭୋଳାନାଥ ସେମାନଙ୍କ ମୁହଁରେ ମନା କରିଦିଅନ୍ତି