ଆଶା ଶାଢୀ ରେ ଲାଗିଥିବା ନିଆଁ କୁ ପ୍ରକାଶ ଆୟତ କରିବାରେ ସକ୍ଷମ ହୁଏ।ପ୍ରକାଶ ର ଆଶା ପ୍ରତି ଆବିଳତା ଦେଖି ଶୀଲା ସହିପାରେନି। ଅନନ୍ୟା ଠାରୁ ଆଶା ଶାଢୀ ରେ ନିଆଁ ଲାଗିଥିବା ଶୁଣି ସମର, ଅଜୟ ସ୍ତବ୍ଧ ହୋଇଯାଆନ୍ତି।