Asha
126 Views
Dec 31 1969
00:22:25
5
5
ଆଶା ଉପରେ ମିଥ୍ୟା ଲାଞ୍ଚନା ସହି ନପାରି ଦିଲ୍ଲୀପ ପ୍ରକାଶ କୁ ନିର୍ବୋଧ କହେ।ରାଗରେ ପ୍ରକାଶ, ଦିଲ୍ଲୀପ ଉପରକୁ ହାତ ଉଠାଇବା ଦେଖି, ଅନନ୍ୟା ମୁହଁ ଖୋଲେ। ହେଲେ ଆଶା ତାକୁ ଚୁପ ରହିବାକୁ କହେ। ସମସ୍ତ ଙ୍କ ଆଗରେ ପ୍ରକାଶ ଲକ୍ଅପ ରୁ ବାହାରି ଆସିଥିବା ଶ୍ରେୟ ,ଶୀଲା କୁ ଦିଏ।
Share