ଆଶା କୁ ମା ରୂପେ ପାଇ ଅନନ୍ୟା ଗର୍ବ ଅନୁଭବ କରେ। ଅଚାନକ ରୋହିଣୀ ନିଜ ପୁଅ ରୋହନ ସହ ଆଶା ଘରକୁ ଆସନ୍ତି। ସମସ୍ତଙ୍କ ଆଗରେ ରୋହନ ଓ ଅନନ୍ୟା ର ବିବାହ ପ୍ରସ୍ତାବ କଥା ରଖନ୍ତି।