ଆଶା ସହ ପ୍ରକାଶ କୁ ନଦେଖି ପରିବାର ଲୋକ ତା ବିଷୟରେ ପଚାରିବା ବେଳେ ଶୀଲା , ପ୍ରକାଶ କୁ ନେଇ ପହଞ୍ଚେ। ପ୍ରକାଶ କୁ ମୁକୁଳେଇ ପାରି ନଥିବାରୁ ଭୋଳାନାଥ ଆଶା ର ଚରିତ୍ର କୁ ଆକ୍ଷେପ କରନ୍ତି। ଆଶା ଶାସ୍ତି ଭୋଗିବାକୁ ପ୍ରସ୍ତୁତ, ହେଲେ ତା ଚରିତ୍ର କୁ ନେଇ କିଛି ବି ନକହିବା ପାଇଁ ସେ ଭୋଳାନାଥ ଙ୍କୁ ଅନୁରୋଧ କରେ।