ଆଶା party କୁ ଆସିଲା ପରେ ଅନନ୍ୟା ବହୁତ ଖୁସି ଲାଗୁଛି, ଆଶା ମନରେ ବି ଅନେକ ଖୁସି ।। ହେଲେ ଦେଖାଯାଉଛି ଯେ ଶୀଲା ଆଶା ସହ ମିଠା ମିଠା କଥା କହିକି କିଛି ପିଇବାକୁ ଦିଏ, ଆଉ ସେ drinks ରେ କିଛି ଜିନିଷ ମିଶାଇ ଦେଉଛି