ପ୍ରକାଶ କୁ ଥାନା ରୁ ଆଶା ମୁକୁଳାଇ ଆଣିଥିବା କଥା ଦୀପିକା ଠାରୁ ଶୁଣି ପରିବାର ର ସମସ୍ତେ ସ୍ତବ୍ଧ ହୋଇଯାଆନ୍ତି। ରୋହିଣୀ କଥାକୁ ଏଡାଇ ସମର, ଆଶା ଘରକୁ ବାହାରି ଯାଏ।