ସମସ୍ତ ଙ୍କ ମନ ଜିତିବା ପାଇଁ ଶୀଲା ଖାଇବା ବାଢ଼ିବା କୁ ଯାଏ, ହେଲେ ଠିକ୍ ରେ ନକରିପାରି ଅପଦସ୍ତ ହୁଏ। ଘର କଥା କୁ ମନେପକାଇ ଆଶା ଚିନ୍ତିତ ଥିବାବେଳେ ମନୋରମା ତାକୁ ଦେଖା କରିବାକୁ ହଷ୍ଟେଲ କୁ ଆସେ।