ପ୍ରତିଶୃତି ଅନୁସାରେ ପ୍ରକାଶ କୁ ଫେରାଇ ଆଣିବା ପାଇଁ ଆଶା, ଶୀଲା ଘରକୁ ଯାଏ। ଶୀଲା ର ଚକ୍ରାନ୍ତ ପାଇଁ ସେ ପ୍ରକାଶ କୁ ଘରକୁ ଫେରାଇ ଆଣିବାରେ ଅସମର୍ଥ ହୋଇ ଚାଲିଆସେ।