ଆଶା ଘରୁ ବାହାରି ଗଲେ ହିଁ ପ୍ରକାଶ ଘରକୁ ଫେରିବ କହି ଭୋଳାନାଥ, ଆଶା କୁ କଟୁ କଥା କହେ ଓ ଆଶା ସହିନପାରି ପ୍ରକାଶ କୁ ଘରକୁ ଫେରାଇ ଆଣିବା ପାଇଁ ସମସ୍ତ ଙ୍କ ଆଗରେ ପ୍ରତିସ୍ତୁତି ଦିଏ।