Asha
59 Views
Dec 31 1969
00:21:43
5

ଆଶା ଓ ଅନ୍ୟ ମାନେ ମିଶି ରୋହନ ଓ ଅନନ୍ୟା କୁ ନେଇ ଘରକୁ ଫେରନ୍ତି। ଆସିବାରେ ବିଳମ୍ବ ହେତୁ ରୋହନ ସମସ୍ତଙ୍କ ଆଗରେ ନିଜକୁ ଦାୟୀ କରେ। ଅନନ୍ୟା ଚୁପ ରହିବା ନେଇ ଆଶା ର ସନ୍ଦେହ ହୁଏ ଓ ସେ କାରଣ ପଚାରେ। ରୋହନ ଓ ଅନନ୍ୟା, ଦିଜଣ ମିଶି ଭୁଲ କରିଥିବା କଥା ଅନନ୍ୟା, ଆଶା କୁ କହେ। ଆଶା ସ୍ତବ୍ଧ ରହିଯାଏ।
Share