Asha
89 Views
Dec 31 1969
00:22:09
5

ଦୀପିକା ଆଶାର ଛୋଟ ବେଳ ର ସାଙ୍ଗ ବୋଲି ପରିଚୟ ଦେବା ପରେ ଆଶା ତାକୁ ଚିନ୍ହି ପାରେ,ଆଉ ତା କୁ ନିଜ ପରିବାର ସହ ପରିଚୟ କରେଇଦିଏ । ଏପଟେ ବିନୋଦିନି ପୁଣି କିଛି plan କରେ ଯାହାକୁ ପ୍ରିୟା ଭାଙ୍ଗିଦେବା ସହ ତାକୁ ଉଚିତ ଶିକ୍ଷା ଦିଏ।ଶିଲା କୁ ଦୀପିକା ମନା କରିଦିଏ ପ୍ରକାଶ କୁଆଡେ ଯିବେନି ଏକଥା ଶୁଣି ଆଶା ଆଶ୍ଚର୍ଯ୍ୟ ହେଇଯାଏ।
Share