ଆଶା କୁ ଶୀଲା ଠାରୁ ଦୂରେଇ ନେବା କୁ ଶୀଲା ତା ବିରୁଦ୍ଧରେ ଷଡ଼ଯନ୍ତ୍ର ସନ୍ଦେହ କରେ ଓ ଆଶା କୁ ଚିତ୍କାର କରି ଖୋଜେ ଓ ଜିନିଷ ପତ୍ର ଫୋପାଡେ। ଶବ୍ଦ ଶୁଣି ଆଶା ଓ ପ୍ରକାଶ ର ନିଦ ଭାଙ୍ଗିଯାଏ । ହେଲେ କବାଟ ବନ୍ଦ ଥିବାରୁ ସେମାନେ ବାହାରକୁ ଯିବାକୁ ନିରୂପାୟ ଥାଆନ୍ତି। ଦିଲ୍ଲୀପ, ଅନନ୍ୟା ଓ ପ୍ରିୟା ସମେତ ଅନ୍ୟମାନେ ଶୀଲା କୁ ରୋକିବାକୁ ଚେଷ୍ଟା କରନ୍ତି।