ଆଶା stage କୁ ଆସି ଇଂରାଜୀ ରେ ଭାଷଣ ଦିଏ,ସମସ୍ତେ ଆଶ୍ଚର୍ଯ୍ୟ ହେଇଯାନ୍ତି ତାର ଭାଷଣ ଶୁଣି।ଆଶା ଲେଖିକି ନେଇଥିବା ଭାଷଣ କାଗଜ ଟି ଉଡିଯାଏ ଆଉ ଆଶା ସମସ୍ତଙ୍କୁ ପୁଣି ଓଡ଼ିଆ ରେ ନିଜ ମନର କଥା କୁହେ କେମିତି ଜଣେ ମା ତାର ସନ୍ତାନ ପାଇଁ ସବୁକିଛି କରିପାରେ। କିନ୍ତୁ ପ୍ରକାଶ ଆଉ ଅଙ୍କିତା କଣ ଆଶା କୁ ବୁଝିପାରିବେ?