Asha
30 Views
Dec 31 1969
00:22:35
5

ଆଶା ଆଉ ସମର ପଣ୍ଡାଙ୍କ ଭିତରେ ବାହାଘର ପୂର୍ବରୁ ପ୍ରକୃତରେ କି ସମ୍ପର୍କ ଥିଲା, ସେ ନେଇ ପ୍ରକାଶ ଅଜୟକୁ ପ୍ରଶ୍ନ କରେ । ମନୋରମା ଆଶାକୁ ସବୁ କଥାରେ ଚୁପ୍ ନ ରହି ମୁହ ଖୋଲିବାକୁ କହେ । ଆଶାକୁ ନିଜ ଘରେ ଦେଖି ସମର, ରୋହିଣୀ ଆଉ ରୋହନ ଆଶ୍ଚର୍ଯ୍ୟ ହୁଅନ୍ତି।
Share