Asha
25 Views
Dec 31 1969
00:22:16
5

ଶୀଲା ସହ ଡିନର କରିବା ପ୍ରସ୍ତାବ କୁ ଏଡେଇ ପ୍ରକାଶ ଚାଲିଯାଏ।ଶୀଲା ତାର ପିଛା କରେ ଓ ପ୍ରକାଶ,ଅଜୟ ଘରେ ପହଞ୍ଚିବା ଦେଖେ। ଆଶା ର ଫୋନ୍ ରୁ ଡିଲିଟ୍ ହେଇଥିବା ଫଟୋ ପଛରେ ଅଙ୍କିତା ର ହାତ ଥିବା ଜାଣି ଆଦି ଅଙ୍କିତା କୁ ପଚାରେ। ଏମାନଙ୍କ ପାଟି ଶୁଣି ଆଶା ପହଞ୍ଚେ।
Share