Asha
148 Views
Dec 31 1969
00:22:03
5
5
ଘରେ ଖୁସିର ମାହୋଲ ଥିବାବେଳେ ହଠାତ୍ ଶୀଲା ଘରକୁ ଆସି ଆଶା ବିକ୍ରି କରିଥିବା ଚେନ୍ ଟିକୁ ସମସ୍ତଙ୍କ ଆଗରେ ଦେଖାଏ।। ସମସ୍ତେ ଆଶାକୁ ଚୋରଣୀ ବୋଲି କୁହନ୍ତି।। ସେପଟେ ପୋଲିସ ଯାହାକୁ ବାନ୍ଧି ନେଇଥିଲେ, ସେ ରାଜି ହୋଇଯାଏ ସମସ୍ତଙ୍କ ନା କହିବାକୁ ଯାହାକୁ ସେ ଡ୍ରଗ୍ସ ବିକ୍ରି କରିଥିଲା
Share