ସବୁ ପରେ ବି ଆଶା, ଶୀଲା ର ଏତେ ଯତ୍ନ ନେବା ର କାରଣ ପ୍ରକାଶ, ଆଶା କୁ ପଚାରେ।ଆଶା ଏସବୁ ଶୀଲା ପାଇଁ ନୁହେଁ ବରଂ ପ୍ରକାଶ ପାଇଁ କରୁଛି କହେ। ପ୍ରକାଶ ସ୍ତବ୍ଧ ରହିଯାଏ।