ଆଦି ସମସ୍ତଙ୍କୁ ଜଣାଏ କିପରି ପ୍ରକାଶ ଆଶା କୁ ଥାପଡ଼ ମାରି ସେଠୁ ରାଗିକି ଚାଲିଯାଇଛି। ଏସବୁ ଶୁଣି ଆଶୁତୋଷ ଅନନ୍ୟା ଠୁ ସତ କଣ ଜାଣିବାକୁ ଚାହେଁ।ଏପଟେ ସମର ଆଶାର ଏକ ପୁରୁଣା ଫୋଟ ଦେଖି ତା କଥା ମାନେପକାଏ।