Asha
53 Views
Dec 31 1969
00:23:30
5

ବହୁତ ସମୟ ଅପେକ୍ଷା ପରେ ସମର ଓ ଅଜୟ କୁ,ଆଶା ସହ ଦେଖା କରିବା ପାଇଁ କେହିବି ଦରଜା ଖୋଲନ୍ତି ନାହିଁ।ଶେଷରେ ସମର ପୋଲିସ କୁ ଖବର ଦିଏ।ପାଟି ଶୁଣି ଆଶା ଅଧର୍ଯ୍ୟ ହେଉଥାଏ, ହେଲେ ପ୍ରିୟା ଓ ମନୋରମା ଆଶା ର ଅବସ୍ଥା ଦେଖି ତାକୁ ସେଇଠୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତି।
Share