ଆଶା ସମର କୁ ଆଣି ଥାନାରେ ପହଁଞ୍ଚେ, ପ୍ରକାଶ ଜାଣିବାକୁ ପାଏ ସମର ଆସିଛି ସେ ଭୀଷଣ ରାଗି ଯାଏ ll କେଶ୍ ଉଠା ସାରିଲା ପରେବି ପ୍ରକାଶ ହାଜତରୁ ବାହାରିବାକୁ ରାଜି ହୁଏନି|