ଆଶା କୁ ସମସ୍ତେ ଗାଳି କରନ୍ତି ଆଉ ସବୁ ଘଟଣାର କାରଣ ପଚାରନ୍ତି ll ସୁରମା ଶୀଲା କୁ ଫୋନ୍ କରିକି ସବୁ କଥା ଜଣାଏ ll ଆଶା ନିଜେ ପ୍ରକାଶକୁ ଫେରେଇ ଆଣିବ ବୋଲି କଥା ଦେଇ ଘରୁ ବାହାରି ଯାଏ