Asha
27 Views
Dec 31 1969
00:21:24
5

ରୋହନ ଆଉ ଆଶୁତୋଷ ଭିତରେ ପଞ୍ଝା ଖେଳ ଚାଲିଥାଏ,କିଏ ଜିତିବ ବୋଲି ପୁରା ପରିବାର ଅପେକ୍ଷା କରିଥାଏ ସେତିଇବେଳକୁ ଆଶା ଆଦି ଆଉ ପ୍ରକାଶ ଆସି ପହଂଚନ୍ତି।ସାରଳା ଆସିବା କଥା ଶୁଣି ସେମାନେ ଚମକି ପଡନ୍ତି।ପ୍ରକାଶ ରୋହନ କୁ ଘରୁ ବହାରିଯିବାକୁ କୁହେ,ଆଉ ଅନନ୍ୟା କୁ ଗାଳି କରେ,ଏହା ଆଶୁତୋଷ କୁ ଖରାପ ଲାଗେ। ଆଦି କୁ ଆଶା ବୁଝାଏ ଆଉ ଧର୍ଯ୍ୟ ରଖିଲେ ସବୁ ଠିକ ହେଇଯିବ ବୋଲି କହେ।
Share