ଶୀଲା କିଛି ଅଘଟଣ ଆଶା ସହ ଘଟାଇବା ସନ୍ଦେହ ରେ ସମର ନିରୁପାୟ ହୋଇ ଦିପୀକା କୁ ଫୋନ୍ କରେ।ଯଦି ଶୀଲା କୁ ଘରୁ ବାହାର କରିଦିଆଯାଏ ତେବେ ପ୍ରକାଶ ବି ଶୀଲା ସହ ଏ ଘର ଛାଡ଼ି ଚାଲିଯିବ ବୋଲି ପ୍ରକାଶ,ଆଶା କୁ କହେ।