ଦୁଇ ଭଉଣୀଙ୍କ ସ୍ନହ ଓ ଭଲ ପାଇବାର କାହାଣୀକୁ ନେଇ ଆପଣ ମାନଙ୍କ ନିକଟକୁ ଆସିଛି ତାରିଣୀ ଆଖିରେ ତାରା | ଯେଉଁଥିରେ ଆପଣ ଦେଖିବାକୁ ପାଇବେ ଦୁଇ ଭଉଣୀର ଙ୍କ ମଧ୍ୟ୍ୟରେ ଥିବା ପରଷ୍ପର ପ୍ରତି ଭଲପାଇବା,ସ୍ନହ ଓ ଆଦର |