Tarini Akhira Tara
322 Views
Dec 31 1969
00:20:38
5
5
ଗୋଟେପଟେ ତାରିଣୀକୁ ପାଇ ତୁଷାର ବହୁତ ଖୁସି ଥିବା ବେଳେ ଅନ୍ୟପଟେ ତାରା ଷ୍ଟୋର୍ ରୁମ୍ ରେ ଫସିଯାଏ..ବାହାରକୁ ବାହାରିବାକୁ ଚେଷ୍ଟା କଲେ ବି ବାହାରିପାରେନି...ଶେଷରେ ତାରାକୁ ଖୋଜି ଖୋଜି ତରୁଣ ଷ୍ଟୋର୍ ରୁମ୍ ପାଖରେ ପହଞ୍ଚେ ଏବଂ ଷ୍ଟୋର୍ ରୁମ୍ ତାଲା ଭାଙ୍ଗି ତାରାକୁ ବାହାର କରେ...କ’ଣ ତାରା ଓ ତରୁଣଙ୍କ ଭିତରେ ଥିବା ଝଗଡା ବନ୍ଧୁତାର ରୂପ ନେବ...?
Share