Tarini Akhira Tara
271 Views
Dec 31 1969
00:22:25
5
5
ତାରିଣୀ ପୁରା ପରିବାରର କଥାକୁ ଖାତିର ନ କରି ତାରାକୁ ହସ୍ପିଟାଲରୁ ନେଇକି ଚାଲିଯାଏ.. ସେପଟେ ତରୁଣ ତାରାର ମୃତ୍ୟୁକୁ ସହି ନ ପାରି ଭାଙ୍ଗିପଡେ.. ଏବଂ ତାରିଣୀ ଓ ତରୁଣ ତାରାର ଜୀବନ ରକ୍ଷା କରିବା ପାଇଁ ଭଗବାନଙ୍କ ପାଖରେ ଗୁହାରୀ କରେ..କଣ ତରୁଣ ଭଲପାଇବା ତାରାକୁ ଫେରାଇ ଆଣିପାରିବ..?
Share