Tarini Akhira Tara
252 Views
Dec 31 1969
00:22:43
5
5
ତାରା ତାରିଣୀ ସବୁ ବର୍ଷ ପରି ଏ ବର୍ଷ ବି ରାକ୍ଷୀ ପୂର୍ଣ୍ଣିମା ମନାନ୍ତି.. ତାରା ତାରିଣୀ ହାତରେ ରାକ୍ଷୀ ବାନ୍ଧିବା ସହିତ ତାରିଣୀ ତାରାକୁ ସବୁବେଳେ ରକ୍ଷା କରିବ ବୋଲି କଥା ଦିଏ.. ମୋହିନୀ ପ୍ରତାପ ହାତରେ ରାକ୍ଷୀ ବାନ୍ଧେ.. ପ୍ରତାପ ତାକୁ କିଛି ମାଗିବାକୁ କହେ ହେଲେ ମୋହିନୀ କେବଳ ରଣବୀର୍ କଥାକୁ ନେଇ ଦୁଃଖରେ ଥାଏ.. ତୁଶାର ମୋହିନୀକୁ କଥା ଦିଏ ସେ ରଣବୀର୍ କୁ ଫେରେଇ ଆଣିବ..
Share