Tarini Akhira Tara
187 Views
Dec 31 1969
00:22:11
5
5
Treatment ପରେ ତାରାର ଶୀରର କେଉଁ ସମସ୍ୟା ଦେଇ ଗତି କରିବ ସେ ସବୁ ଡକ୍ଟରଙ୍କ ଠାରୁ ଶୁଣିବା ପରେ ତାରିଣୀ ଓ ତରୁଣ ଡରିଯାନ୍ତି.. ତାରା ମଧ୍ୟ ନିଜ ରୋଗର ବାସ୍ତବିକତା ଜାଣିବା ପରେ ଡରିଯାଏ ଏବଂ ବହୁତ ବ୍ୟସ୍ତ ହେଇପଡେ.. ପରେ ତରୁଣ ତାରାକୁ ସମ୍ଭାଳିବା ସହ ସେ ସବୁବେଳେ ତା ସହିତ ରହିବ ବୋଲି କଥା ଦିଏ..କଣ ତରୁଣର ଭଲପାଇବାକୁ ଚିହ୍ନିପାରିବ ତାରା..?
Share