କନିକା ଓ ତନୁଜା ଜନ୍ମାଷ୍ଟମୀର ପ୍ରସ୍ତୁତି କରୁଥିବା ବେଳେ ତାରା ଓ ତାରିଣୀ ସେମାନଙ୍କୁ ଫୋନ୍ କରି କଥା ହୁଅନ୍ତି.. ସେପଟେ ଦହିହାଣ୍ଡି ଭାଙ୍ଗିବାର ପ୍ରତିଯୋଗିତାକୁ ନେଇ ତୁଶାର ଓ ରଣବୀର୍ ପ୍ରସ୍ତୁତି କରନ୍ତି..ହେଲେ ଦହିହାଣ୍ଡି ବହୁତ ଉଚ୍ଚାରେ ବନ୍ଧାହେଇଥିବା କାରଣରୁ ମୋହିନୀ ବ୍ୟସ୍ତ ହେଇପଡେ.. ମୋହିନୀର ରଣବୀର୍ ପ୍ରତି ଅନ୍ଧ ଭଲପାଇବା ଦେଖି ତୁଶାରକୁ କଷ୍ଟ ହୁଏ..