Tarini Akhira Tara
352 Views
Dec 31 1969
00:21:56
5
5
ରୁକ୍ମିଣୀ ତ୍ରୀଶା ଓ ତରୁଣର ନିର୍ବନ୍ଧକୁ ନେଇ ଖୁସି ନଥାଏ..ତ୍ରୀଶା, ତାରିଣୀ ଓ ରୁକ୍ମିଣୀଙ୍କୁ କଷ୍ଟ ଦବା ପାଇଁ ନିର୍ବନ୍ଧକୁ ନେଇ ଏପଟସେପଟ କଥା କହେ.. ଯାହାର ଉଚିତ୍ ଜବାବ୍ ଦିଏ ତାରିଣୀ.. ସେପଟେ ତରୁଣ ତାରାକୁ ଖୋଜିବାକୁ ଯାଏ ଏବଂ ତାରାକୁ ଘରକୁ ଆସିବାକୁ କହେ..କ’ଣ ତାରା ତରୁଣର ଚ୍ୟାଲେଞ୍ଜ୍ କୁ ମାନିନେଇ ନିର୍ବନ୍ଧରେ ସାମିଲ୍ ହବ.. ?
Share