ମୋହିନୀ ଓ ତୁଷାରଙ୍କ ଭିତରେ ଥିବା ରାଗଋଷା ଶାନ୍ତ କରିବା ପାଇଁ ତାରା ମୋହିନୀକୁ ତୁଷାର ନାଁର ଚିଠି ଲେଖେ ହେଲେ ତାରା ର ପ୍ଲାନ୍ ଓଲଟା ପଡିଯାଏ ଯାହା ପାଇଁ ତାରିଣୀ ରାଗିଯାଇ ତାରାକୁ ଘରକୁ ଫେରିଯିବାକୁ କୁହେ...