Tarini Akhira Tara
22 Views
Dec 31 1969
00:21:44
5

ତାରାକୁ blood cancer ହେଇଥିବା କନିକା ଜାଣିବା ପରେ ସେ ଏକଦମ ଭାଙ୍ଗିପଡେ.. ହେଲେ ଘରେ କାହା ସାମ୍ନାରେ ବି ସେ ତାରାର ଏ ରହସ୍ୟ କହିପାରେନି..ଅନ୍ୟପଟେ ତାରା ମୁହଁରେ ମୃତ୍ୟୁ କଥା ଶୁଣି ତାରିଣୀ ଡରିଯାଏ ଏବଂ କେବେ ବି ଏମିତି ଅଶୁଭ କଥା ନ କହିବାକୁ ତାରାକୁ ବୁଝାଏ..କ’ଣ ବିଧାତାର ଖେଳ ଆଗରେ ତାରା ତାରିଣୀଙ୍କ ଏ ଅତୁଟ ସମ୍ପର୍କ ଭାଙ୍ଗିଯିବ..?
Share