ତାରିଣୀ ସବୁକିଛି ଭୁଲି ତୁଶାର ସହ ଗୋଟେ ନୂଆ ଆରମ୍ଭ କରିବାକୁ ଚାହେଁ କିନ୍ତୁ ତରୁଣ ଓ ତୁଶାରର ଯୋଜନା ଜାଣିବା ପରେ ସେ ଆହୁରି ରାଗିଯାଏ ଏବଂ ପ୍ରତିଜ୍ଞା କରେ ସେ କେବେ ବି ତରୁଣ ଓ ତାରାକୁ ଏକାଠି ହବାକୁ ଦେବନି ବୋଲି..ସେପଟେ ତରୁଣ ତାରାକୁ ଗୁଡି ସାହାର୍ଯ୍ୟରେ ମନ କଥା କହିବାକୁ ଚାହେଁ ହେଲେ ତାରିଣୀ ସେ ଯୋଜନାକୁ ବିଫଳ କରିଦିଏ.. କଣ ତରୁଣ ତାରିଣୀକୁ ମନେଇ ତାରା ଆଗରେ ନିଜ ଭଲପାଇବାକୁ ଜଣେଇ ପାରିବ..?