Tarini Akhira Tara
33 Views
Dec 31 1969
00:21:33
5

ଗୋଟେପଟେ ତରୁଣ ପାଇଁ ତାରା ଅପେକ୍ଷା କରିଥିବା ବେଳେ ରଣବୀର୍ ର ଷଡ଼ଯନ୍ତ୍ରରେ ତରୁଣ ଫସିଯାଏ.. ଏବଂ ତାରାକୁ ଭୁଲ ବୁଝେ.. ସେପଟେ ତାରିଣୀ ତ୍ରୀଶାକୁ ନେଇ ବହୁତ ଡରିଯାଇଥିବା ବେଳେ ତୁଶାର ତ୍ରୀଶାକୁ ଉଚିତ୍ ଶାସ୍ତି ଦବାକୁ ପ୍ରତିଜ୍ଞା କରେ..ତ୍ରୀଶା ମଧ୍ୟ ତାରିଣୀ ଠାରୁ ପ୍ରତିଶୋଧ ନେବା ପାଇଁ ନୂଆ ଯୋଜନା ବନାଏ.. କ’ଣ ତ୍ରୀଶା ତା ଯୋଜନାରେ ସଫଳ ହେବ.. ?
Share